Download Now Banner

This browser does not support the video element.

ପଦ୍ମପୁର: ନିଜ ଗାଁ ମାଟି ପାଇକମାଲ ରେ ନବରାତ୍ର ଅବସରରେ ମା ଦୁର୍ଗାଙ୍କ ଦର୍ଶନ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

Padmapur, Bargarh (Baragarh) | Sep 23, 2025
ନବ ରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଆଜି ଦ୍ୱିତୀୟ ଦିନରେ ମା ଦୁର୍ଗା ବ୍ରହ୍ମ ଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ଅବସରରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିଜ ଗାଁ ମାଟି ପାଇକମାଲ ଠାରେ ନବରାତ୍ର ପୂଜା ଅବସରରେ ମା ଦୁର୍ଗା ଙ୍କ ଦର୍ଶନ କରି ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ। ତାଙ୍କ ସହ ଦଲର ବରିଷ୍ଠ ନେତା ଓ କର୍ମି ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us