Download Now Banner

This browser does not support the video element.

ସୋନପୁର: ପାପକ୍ଷୟ ସ୍ଥିତ ଏକ ପାନ ଦୋକାନରୁ ଚୋରି ,ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Aug 22, 2025
ବିନିକା ଥାନା ଅନ୍ତର୍ଗତ ପାପକ୍ଷୟ ସ୍ଥିତ ଏକ ପାନ ଦୋକାନରୁ ଚୋରି ହୋଇଥିବା ନେଇ ଆଜି ବିନିକା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଆଧାରରେ ପୋଲିସ ଆଜି ଅପରାହ୍ନ 2ଟା ସମୟରେ ଏକ ମାମଲା 168/25 ରୁଜୁ କରି ଛି l ଅଭିଯୋଗ ଅନୁସାରେ ଚୈତନ୍ୟ ବିଶି ନାମକ ଜଣେ ବ୍ୟକ୍ତି ପାପକ୍ଷାୟ ଠାରେ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ l ଗତକାଲି ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ତାଙ୍କ ଦୋକାନରୁ ନଗଦ 2ହଜାର 5ସହ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପୋଲିସ ତନାଘନା ଜାରି ରହିଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି l
Read More News
T & CPrivacy PolicyContact Us