This browser does not support the video element.
ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗାଣମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ସଂଯୁକ୍ତ କୃଷକ ସଂଗଠନ
Bargarh, Bargarh (Baragarh) | Aug 26, 2025
ଧାନ ପଞ୍ଜିକରଣ ସମୟ ସୀମା ବୃଦ୍ଧି ପାଇଁ ଦାବି କଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ | ମଙ୍ଗଳବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସଂଯୁକ୍ତ କୃଷକ ସଂଗଠନର ଏକ ପ୍ରତିନିଧି ମଣ୍ଡଳୀ | ରାଜ୍ୟରେ 18 ଲକ୍ଷ 51 ହଜାର ଚାଷୀ ପଞ୍ଜିକରଣ ହୋଇସାରିଲେଣି ଯାହା ଅନ୍ୟ ବର୍ଷ ତୁଳନାରେ ରେକର୍ଡ ଅଟେ । ହେଲେ ବରଗଡ଼ ଜିଲ୍ଲାରେ 23 ଅଗଷ୍ଟ ସୁଦ୍ଧା ଗତବର୍ଷ ତୁଳନାରେ 30 ହଜାର ଚାଷି କମ ପଞ୍ଜିକୃତ ହୋଇଛନ୍ତି ।