Download Now Banner

This browser does not support the video element.

ଜଗତସିଂହପୁର: ଢ଼ିହସାହି ସାହାଡ଼ାସିଙ୍ଗିରୀ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ ବିଷାକ୍ତ ନାଗସାପ ଉଦ୍ଧାର

Jagatsinghapur, Jagatsinghpur | Aug 22, 2025
ଜଗତସିଂହପୁର ସଦର ବ୍ଲକ ଢ଼ିହସାହି ସାହାଡ଼ାସିଙ୍ଗିରୀ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଷାକ୍ତ ନାଗସାପ ଉଦ୍ଧାର । ଆଜି ଅପରାହ୍ନ ୫ ଟା ସମୟରେ ଢ଼ିହସାହି ସାହାଡ଼ାସିଙ୍ଗିରୀ ଗ୍ରାମର ନଟବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା । ପରେ ପରିବାର ଲୋକେ ଭୟଭୀତ ହୋଇ ସାପଧରାଳି ବନବିହାରୀ ଦାସଙ୍କୁ ଖବର ଦେଇଥିଲେ । ବନବିହାରି ଦାସ ଘଟଣାସ୍ଥଳରେ ପହଞ୍ଚି ବିଷାକ୍ତ ନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି
Read More News
T & CPrivacy PolicyContact Us