Install App
khabr.malyabanta
This browser does not support the video element.
ମାଲକାନଗିରି: କାଲିମେଳା ବ୍ଲକ ର କନ୍ୟାଶ୍ରମ ପୋଲ ସହ ବିଭିନ୍ନ ସ୍ଥାନକୁ ଗସ୍ତ କରି ଲଗାଣ ବର୍ଷା ଓ ଜଳ ସ୍ତର ବୃଦ୍ଧିର ସମୀକ୍ଷା କଲେ ବିଡିଓ
Malkangiri, Malkangiri | Sep 27, 2025
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜିଲ୍ଲାର ତଳି ଅଞ୍ଚଳରେ ଜଳ ସ୍ତର ବୃଦ୍ଧି ପାଉଛି। ଏହାକୁ ନେଇ ଅଧିକାରୀ ମାନଙ୍କୁ ହାଇ ଆଲର୍ଟ ରେ ରଖାଯାଇଛି। ଏହି କ୍ରମରେ ଜିଲ୍ଲାର କାଲିମେଳା ବ୍ଲକ ର କନ୍ୟାଶ୍ରମ ତଳିଆ ପୋଲ ସହ ବିଭିନ୍ନ ସ୍ଥାନ କୁ ବିଡିଓ ଓ ଅନ୍ୟ ଅଧିକାରୀ ମାନେ ଯାଇ ବର୍ଷା ଓ ଜଳସ୍ତର ବୃଦ୍ଧି ସ୍ଥିତି ର ସମୀକ୍ଷା କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!