Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ନିକଟରେ 3ଟି ପରିବାର ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି l ବର୍ଷା ସମୟରେ ଏହି ଘରେ ନଳା ଆବର୍ଜନା ପାଣି ପଶେ l
Puri M, Puri | Oct 5, 2025
ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ଠାରେ ଦୀର୍ଘ 3 ଟି ପରିବାର ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି l ବର୍ଷା ସମୟରେ ଏହି ଘରେ ନଳା ଆବର୍ଜନା ପାଣି ପଶେ l ଆଉ ଦିନ କଣ ରାତି କଣ ଏହି ସ୍ଥାନରେ ଜୀବଜନ୍ତୁ ଙ୍କ ଯୋଗୁଁ ଘରୁ ବାହାରି ହୁଏନି l ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!