Download Now Banner

This browser does not support the video element.

ଫୁଲବାଣୀ ସହର: ସାରଙ୍ଗଗଡ଼ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ମଦ ଜବତ ହୋଇଅଛି

Phulabani Town, Kandhamal | Sep 13, 2025
ସାରଙ୍ଗଗଡ଼ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ମଦ ଜବତ ହୋଇଅଛି. .ଥାନାରେ 170/2025 ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଥିବାର ଜି ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us