Download Now Banner

This browser does not support the video element.

କେନ୍ଦ୍ରାପଡା: ନହଙ୍ଗ ଗ୍ରାମର ଆରାଧ୍ୟ ଶ୍ରୀ ରାଧାକାନ୍ତ ଜୀଉଙ୍କ ସମ୍ପତ୍ତି ଲୁଟ

Kendrapara, Kendrapara | Sep 10, 2025
ନହଙ୍ଗ ଗ୍ରାମର ଆରାଧ୍ୟ ଶ୍ରୀ ରାଧାକାନ୍ତ ଜୀଉଙ୍କ ସମ୍ପତ୍ତି ଲୁଟ ,କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ଗ୍ରାମର ଆରାଧ୍ୟ ଦେବତାଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଲୁଟ । ସ୍ଥାନୀୟ ବାସିନ୍ଦା ମାନଙ୍କ କହିବା କଥା ଯେ ପଲ୍ଲୀରଘୁନାଥପୁର, ନିକିରାଇ, ନହଙ୍ଗ, ବଡ଼ସାରଦେଇପୁର, ଚକରଘୁନାଥପୁର, ଜଗନାଥପୁର ଓ ଧୂମାନ୍ତଶାସନରେ ଅଛି, ମାଫିଆ ମାନେ ଲୁଟି କରି ନେଇଛନ୍ତି ଏହି ସମ୍ପତି ।ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଏହିକି ଯେ ଦେବତାଙ୍କ ସମ୍ପତ୍ତିକୁ ବିକିବା ବା ଦଖଲ କରିବା ଅବୈଧ ।କିନ୍ତୁ, ସେଇ ପବିତ୍ର ସମ୍ପତ୍ତିକୁ ମାଫିଆମାନେ ଅନାୟାସରେ ଲୁଟିନେଉଛନ୍ତି
Read More News
T & CPrivacy PolicyContact Us