This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ପଦା ସାହିରେ ଜଣେ ମହିଳାଙ୍କ ଘରୁ ବିରାଟକାୟ ନାଗ ଉଦ୍ଧାର କରି ଜଙ୍ଗଲ ରେ ଛଡ଼ଗଲା
Phulabani Town, Kandhamal | Sep 8, 2025
କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ପଦା ସାହିରେ ଜଣେ ମହିଳାଙ୍କ ଘରୁ ବିରାଟକାୟ ନାଗ ଉଦ୍ଧାର ହୋଇଛି।ତାକୁ ସିମନବାଡି ପଞ୍ଚାୟତ ସଲାବାଡ଼ି ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି ।ପ୍ରକାଶ ଯେ ତିଲୋରୀ ପଦା ସାହିର ଅରୁଣି ନାୟକଙ୍କ ଘରେ ବିଳମ୍ବିତ ରାତିରେ ଏକ ନାଗ ସାପ ପଶିଲା ଅରୁଣି ଏକା ଥୂବାରୁ ଭୟଭୀତ ହୋଇଯାଇଥିଲେ । ସେ ଗ୍ରାମବାସୀଙ୍କୁ ଜଣାଇ ଥିଲେ ସାହାଯ୍ୟ ମାଗିବାରୁ ଗ୍ରାମର କିଛି ଲୋକ ଦାରିଙ୍ଗବାଡି ବନାଞ୍ଚଳକୁ ସୂଚନା ଦେଇଥିଲେ। ବନାଞ୍ଚଳରେ କେହି ସାପକୁ ଧରିବା ଶିଖ୍ ନ ଥିବାରୁ ସେମାନେ ସିମନବାଡିର ପ୍ରକାଶ ପ୍ରଧାନ ଧରିଥିଲେ.