Install App
bholeswarpatra10
This browser does not support the video element.
ତେଲକୋଇ: ବାଂଶପାଳ ଅଗ୍ନିସମ କର୍ମଚାରିଙ୍କୁ ବିଷଧର ସର୍ପ ଧଂସନ ଗର୍ଜନ ଖୋଲ ଜଳପ୍ରପାତରେ ତିନିଦିନ ପୂର୍ବରୁ ନିଖୋଜ ଥିବା ଯୁବକକୁ ଉଦ୍ଧାର କରୁଥିବା ବେଳେ
Telkoi, Kendujhar | Aug 31, 2025
ଆଜି ବାଂଶପାଳ ଦମକଳ ବାହିନୀ, ଜଳପ୍ରପାତ ନିକଟରେ ଖୋଜିବା ସମୟରେ ନିଖୋଜ ଯୁବକର ଶବ ଉଦ୍ଧାର କରିଥିଲେ ।କିନ୍ତୁ ଶବ ମିଳିବା ପରେ ତାଙ୍କୁ ନେଇ ଆସିବା ସମୟରେ ବାଂଶପାଳ ଅଗ୍ନୀସମ ବାହିନୀ ର କର୍ମଚାରୀ ଦୟାନିଧି କିଷାନ ସାପ କାମୁଡା ର ଶିକାର ହୋଇଥିଲେ । ତଥାପି ଶବକୁ ପହଞ୍ଚାଇବା ପରେ ଦୟାନିଧି ଙ୍କୁ ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଆଜି ରାତ୍ରୀ ଆଠଟା ସମୟର ସୂଚନା ।
Share
Read More News
T & C
Privacy Policy
Contact Us
Your browser does not support JavaScript!