Download Now Banner

This browser does not support the video element.

ବଲାଙ୍ଗୀର: ରେଲୱେ ଷ୍ଟେସନ୍ ଛକ ସ୍ଥିତ ଅସିମ ଟାଇକଣ୍ଡୋ ଏକାଡେମୀରେ ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

Balangir, Balangir | Aug 26, 2025
ବଲାଙ୍ଗିର… ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍ ଟାଇକଣ୍ଡୋ ପ୍ରତିଯୋଗିତା ଆଜି ଅପରାହ୍ନ, 4ଟା ସମୟରେ ରେଲୱେ ଷ୍ଟେସନ ନିକଟ ରେ ଥିବା ଟାଇକଣ୍ଡୋ ଏକାଡେମୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାକୁ, ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଶୁଭାରମ୍ଭ କରିଥିଲେ । ଅଣ୍ଡର-୧୪ ଓ ଅଣ୍ଡର-୧୭ ବର୍ଗରେ ବିଭିନ୍ନ ସ୍କୁଲର ୬୮ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଜାତୀୟ ସ୍ତରରେ ପଦକ ଆଣି ନିଜ ଭବିଷ୍ୟତ ଗଠନ କରିବାରେ ସମସ୍ତଙ୍କୁ ଅତିଥିମାନେ ପ୍ରେରଣା ଦେଇଥିଲେ l
Read More News
T & CPrivacy PolicyContact Us