Download Now Banner

This browser does not support the video element.

କାକଟପୁର: ଅସ୍ତରଙ୍ଗ ରେ ୟୁରିଆ ସାର କଳା ବଜାରୀ ଚାଷୀ ଅସନ୍ତୋଷ, ବ୍ୟବସାୟୀ କହିଲେ ସାର ଆସୁନି

Kakatpur, Puri | Sep 12, 2025
ଅସ୍ତରଙ୍ଗ ରେ ସାରର କୁତ୍ରିମ ଅଭାବ :-ଚଢା ଦରରେ କିଣୁଛନ୍ତି ଚାଷୀ :-କଳା ବଜାର ଯୋଗୁଁ ଚାଷୀ ନିରାଶ କାକଟପୁର /ଅସ୍ତରଙ୍ଗ :-୧୧/୦୯:-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ୟୁରିଆ ସାରର ଅଭାବ ନେଇ ଚିନ୍ତାରେ ଚାଷୀ। ଦୀର୍ଘ ଦିନ ହେବ ସାରର ଅଭାବୀ ବିକ୍ରି ଓ ବିଭିନ୍ନ ସ୍ଥାନରେ ସାର ସଙ୍କଟ ଦେଖା ଦେଇଥିବା ବେଳେ ଏହାର ସମାଧାନ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏବେ ଧାନ ଗଛ ବଢିବା ସମୟ। ଏହି ସମୟରେ ଧାନରେ ସାର ଦିଆଯିବା କଥା। ମାତ୍ର ସାର ମିଳୁନଥିବାରୁ ଧାନ ଗଛ ସବୁ ହଳଦିଆ ପଡିବା ଆରମ୍ଭ କଲାଣି। ଥରେ ଧାନ ଗଛଗୁଡିକ ହଳଦିଆ ହୋଇ
Read More News
T & CPrivacy PolicyContact Us