This browser does not support the video element.
ନୟାଗଡ ସଦର: ନୀଳମାଧବ କଲ୍ୟାଣ ମଣ୍ଡପ ପରିସରରେ ସାମ୍ୱାଦିକ ସମ୍ମିଳନି
Nayagarh Sadar, Nayagarh | Sep 2, 2025
ଆଜି 11ଘଟିକା ସମୟ ରେ ନୀଳମାଧବ କଲ୍ୟାଣ ମଣ୍ଡପ ପରିସର ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ସୂଚନା ଅନୁସାରେଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଅନୁସାରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡଗେ ଓ ଲୋକ ସଭା ବିରୋଧ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦ୍ଵାରା କଂଗ୍ରେସ ସଂଗଠନକୁ ତ୍ରୁଲମୂଳ ସ୍ଥଳରୁ ସଂଗଠନକୁ ମଜବୁତ୍ କରିବା ପାଇଁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ସାରା ଦେଶରେ ଆରମ୍ଭ କରିଛନ୍ତି। ଓଡ଼ିଶାରେ ମଧ୍ୟ ୧ ରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।