Download Now Banner

This browser does not support the video element.

ଧର୍ମଗଡ: କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପକ୍ଷରୁ କୋକସରା ବ୍ଲକ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Dharamgarh, Kalahandi | Sep 9, 2025
କୋକସରା ବ୍ଳକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପକ୍ଷରୁ ମଙ୍ଗଳବାର ସକାଳ ୧୧ ଟା ରେ କୋକସରା ବିଡ଼ିଓ ଡଃ ହିମାଞ୍ଚଳ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ର ପ୍ରଦାନ ସମୟରେ ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ସାମୂକ୍ଷ ସଂଘ କୋକସରା ବ୍ଲକ ସଭାନେତ୍ରି କୁନି ରଣା, ସମ୍ପାଦିକା ଅଞ୍ଜଳୀ ସିଂ ସମେତ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି, ବ୍ୟାଙ୍କ୍ ମିତ୍ର, ଏମବିକେ ମାନେ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us