This browser does not support the video element.
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ହରିଗଡ ଗ୍ରାମ ପରିଦର୍ଶନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ ।
Bhanjanagar, Ganjam | Sep 6, 2025
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ହରିଗଡ ଗ୍ରାମ ପରିଦର୍ଶନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ । ସେ ଅ।ଜି ଦିନ 10 ଘଣ୍ଟ ସମୟରେ ନିଜ ସମର୍ଥକଙ୍କୁ ସାଥିରେ ନେଇ ଉକ୍ତ ଗ୍ରାମରେ ପହଂଚିବା ସହ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଅ।ଲୋକପାତ କରିଥିବା ଖବର ମିଳିଛି । ଏଥିସହ ହରିଗଡ ଗ୍ରାମର ଯୁବକ ସଂଘ ଦ୍ଵାରା ଅ।ୟୋଜିତ ହୋଇଥିବା ଗଣେଶ ପୂଜା ମଣ୍ଡପ ବୁଲିବା ସହ ପୂଜା କମିଟିର ସଦସ୍ୟ ମାନଙ୍କ ସହ ଅ।ଲୋକପାତ କରିଥିଲେ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ ।