This browser does not support the video element.
ସୋନପୁର: ପିତାମହୁଲ ଏବଂ ଖଣ୍ଡହତା ଦୁର୍ଗା ପୂଜାରେ ଯୋଗଦାନ କଲେ ବିରାମହରାଜପୁର ବିଧାୟକ
Sonapur, Subarnapur (Sonepur) | Oct 2, 2025
ସୂଚନା ଅନୁସାରେ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଠାରେ 24 ତମ ସାର୍ବଜନୀନ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଆଜି ପବିତ୍ର ଦଶହରା ଅବସରରେ ଅପରାହ୍ନ ପ୍ରାୟ 12 ଘଣ୍ଟା ସମୟରେ ବିରାମହରାଜପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଲା ଏବଂ ସାଥି ଜଗତ ଜନନୀ ମାଁ ଦୁର୍ଗାଙ୍କ ଦର୍ଶନ ପୂର୍ବକ ବିଭୁ କୃପା ଲାଭ କରିଥିବା ବେଳେ, ବିଧାୟକ ଶ୍ରୀଯୁକ୍ତ ଜଗଦଲା ପୂଜା ମଣ୍ଡପରେ ପହଂଚିବା ପୂର୍ବରୁ ଗ୍ରାମବାସୀ ଏବଂ ପୂଜା କମିଟି ପକ୍ଷରୁ ବିଧାୟକ ଏବଂ ସାଥୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର