Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଗୋଟି ପଞ୍ଚାୟତର ୧୮୪ ଜଣ ଦିବ୍ୟାଙ୍ଗ ଓ ବିଧବା ଭତ୍ତା ବୁଧବାର ବଣ୍ଟନ କଲେ ବିଧାୟକ
Cuttack M Corp PS, Cuttack | Sep 10, 2025
ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଗୋଟି ପଞ୍ଚାୟତର ୧୮୪ ଜଣ ଦିବ୍ୟାଙ୍ଗ ଓ ବିଧବାଙ୍କୁ ବୁଧବାର ଦିନ ୪ଟାରେ ଭତ୍ତା ପ୍ରଦାନ କରାଯାଇଛି । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ସଭା ଗୃହରେ ବଣ୍ଟନ କେଳେ ବିଧାୟକ ସାରଦା ପ୍ରଧାନ ଯୋଗ ଦେଇ ଭତ୍ତା ପ୍ରଦାନ କରିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!