Download Now Banner

This browser does not support the video element.

ଉଦଳା: ଉଦଳା ସ୍ଥିତ ବିଜେପି ପାର୍ଟି ଅଫିସ ଠାରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ମଶାଳା ଅନୁଷ୍ଠିତ

Udala, Mayurbhanj | Sep 29, 2025
ଭାରତୀୟ ଜନତା ପାର୍ଟି ଉଦଳା ସଦର ମଣ୍ଡଳ ସଭାପତି ଙ୍କ ଆବାହକତ୍ଵ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ମଣ୍ଡଳ ସ୍ତରୀୟ କର୍ମଶାଳା ଉଦଳା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀ, ଉଦଳା ବିଧାୟକ ଭାସ୍କର ମଢ଼େଇ, ପୂର୍ବତନ ମଣ୍ଡଳ ସଭାପତି ଜିତେନ ଦତ୍ତ, ମଣ୍ଡଳ ପ୍ରଭାରୀ ପ୍ରଭାତ ପରିଡ଼ା, ବରିଷ୍ଠ ନେତା ବିଜୟ ସେନାପତି, ବିଭୂତି ଭୂଷଣ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us