This browser does not support the video element.
ବାଲିଗୁଡା: ବାଲିଗୁଡା ରେ ନିଖଜ ଥିବା ବୣଦ୍ଧାର ଶବ ସିନ୍ଦ୍ରିଗା ନଦି ରୁ ଉଦ୍ଧାର,
Baliguda, Kandhamal | Sep 7, 2025
ବାଲିଗୁଡା ରେ ନିଖଜ ଥିବା ବୣଦ୍ଧାର ଶବ ସିନ୍ଦ୍ରିଗା ନଦି ରୁ ଉଦ୍ଧାର, ଏହି ଉଦ୍ଧାର କାଯ୍ୟକ୍ରମ ଟି ରବିବାର ଅପରାହ୍ନ 4ଘଣ୍ଟିକା ଉଦ୍ଧାର କରାଯାଇଛି, ତେବେ ବୣଦ୍ଧା ଜଣକ ହେଲେ ନିମନ୍ତି ଦିଗାଲ, 5ତାରିଖ ଠାରୁ ସେ ନିଖଜ ଥିବା ବିଭିନ୍ନ ଜାଗାରେ ଖଜାଗଜି କରୁଥିଲେ ପରିବାର ସଦସ୍ୟ