Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଆକ୍ରମଣ ଘଟଣାରେ ପୁରୀଘାଟ ଥାନା ପୁଲିସ ଶୁକ୍ରବାର ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଉପର ତେଲେଙ୍ଗା ବଜାର ଅଞ୍ଚଳର ଜିତୁ ମଣ୍ଡଳ।

Cuttack M Corp PS, Cuttack | Sep 5, 2025
ଆକ୍ରମଣ ଘଟଣାରେ ପୁରୀଘାଟ ଥାନା ପୁଲିସ ଶୁକ୍ରବାର ସନ୍ଧ୍ୟା ୬ଟାରେ ଜଣକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଲା ଉପର ତେଲେଙ୍ଗା ବଜାର ଅଞ୍ଚଳର ଜିତୁ ମଣ୍ଡଳ। ତାକୁ କୋର୍ଟ ଚାଲାଣ କରାଯାଇଛି। ୧୫ଦିନ ପୂର୍ବେ ଏହି ଅଞ୍ଚଳର ଅନୁ ପ୍ରସାଦ ନାମକ ଜଣେ ବ୍ୟକ୍ତି ଚାଲିଚାଲି ଯାଉଥିଲେ। ଏହି ସମୟରେ ଜିତୁ ମଣ୍ଡଳ ତାଙ୍କୁ ଅଟକାଇ ଗାଳିଗୁଲଜ କରି ଆକ୍ରମଣ କରିଥିଲା।
Read More News
T & CPrivacy PolicyContact Us