Download Now Banner

This browser does not support the video element.

ପୋଡିଆ: ପଡିଆ ଓ କାଲିମେଳା ବ୍ଲକର ବିଭିନ୍ନ ସ୍କୁଲରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ଆଇଜିଡି ଏନଜିଓ ପକ୍ଷରୁ କିଶୋର ସ୍ଵାସ୍ଥ୍ଯ ସଚେତନତା ସୃଷ୍ଟି

Podia, Malkangiri | Sep 12, 2025
ମାଲକାନଗିରି ଜିଲ୍ଲା ପଡିଆ ଓ କାଲିମେଳା ବ୍ଲକର ଏକାଧିକ ସ୍କୁଲରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ବିଭିନ୍ନ ସ୍କୁଲରେ କିଶୋର ସ୍ଵାସ୍ଥ୍ୟର ସୁରକ୍ଷା ଓ ପୋଷଣ ନିୟନ୍ତ୍ରଣ ଲାଗି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us