Download Now Banner

This browser does not support the video element.

ବୀରମହାରାଜପୁର: ବିସିପଡା ପଂଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ, ଯୋଗଦେଲେ ବିଡ଼ିଓ

Biramaharajpur, Subarnapur (Sonepur) | Sep 8, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିସିପଡା ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା30ମିନିଟ ପର୍ଯ୍ୟନ୍ତ ପଂଚାୟତ ସ୍ତରୀୟ ଅଭିଯୋହ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ବିଡ଼ିଓ ଚିନ୍ମୟ ମହାନନ୍ଦ ଏବଂ ଅତିରିକ୍ତ ତହସିଲଦାର ସୋମନାଥ ବେହେରା ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୂନଥିଲେ l ଶିବିରରେ ସର୍ବମୋଟ 8ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ 7ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୁହିକ ଅଭିଯୋଗ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଏବିଡ଼ିଓ ଶୁଭ୍ରାଂଶୁ ଶେଖର ମଲ୍ଲିକଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l
Read More News
T & CPrivacy PolicyContact Us