Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଦ୍ଵାରା ଝାରସୁଗୁଡାରେ ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ସେବା ଉଦ୍ଘାଟିତ

Jharsuguda, Jharsuguda | Oct 8, 2025
ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଦ୍ଵାରା ଆଜି ସକାଳ ସାଢେ ଦଶଟା ସମୟରେ ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ସେବା ଉଦ୍ଘାଟିତ ହୋଇଯାଇଛି। ଏହି ସେବାର ଶୁଭାରମ୍ଭ ଦ୍ୱାରା ବୁଲା ଗୋରୁଗାଈ , କୁକୁର , ଷଣ୍ଢ ଓ ଅନ୍ୟ ପଶୁମାନେ ଉପକୃତ ହେବେ।ଏହା ସହିତ ଦେୟମୁକ୍ତ ନମ୍ବର ୧୯୬୨ ଯୋଗାଯୋଗ ଦ୍ୱାରା ଏହି ସେବା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ପୌରପାଳିକା ଅଞ୍ଚଳରେ ଉପଲବ୍ଧ ହେବ। ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦୟାସାଗର ଦୂରିଆ , ଜିଲ୍ଲା ପ୍ରାଣୀ ମଙ୍ଗଳ
Read More News
T & CPrivacy PolicyContact Us