Download Now Banner

This browser does not support the video element.

ଜଗତସିଂହପୁର: ଅଧ୍ୟକ୍ଷାଙ୍କ ଅଜ୍ଞାତସାରରେ କଲେଜରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଲେ ଏସଭିଏମ କଲେଜ ଅଧ୍ୟକ୍ଷା ସୁଜାତା ଓତା

Jagatsinghapur, Jagatsinghpur | Sep 6, 2025
କଲେଜ ଅଧ୍ୟକ୍ଷାଙ୍କ ଅଜ୍ଞାତସାରରେ କଲେଜରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ପରୀକ୍ଷା ଅନୁଷ୍ଠିତ । ଏଭଳି ଅଭିଯୋଗ ଆଣି ପ୍ରତିକ୍ରିୟା ରଖିଲେ ଏସଭିଏମ କଲେଜ ଅଧ୍ୟକ୍ଷା ସୁଜାତା ଓତା । ଆଜି ଅପରାହ୍ନ ୫ ଟା ସମୟରେ ସେ କଲେଜ ପରିସରରେ ନିଜ କାର୍ଯ୍ୟଳୟରେ ଅଭିଯୋଗ ଆଣି ନିଜର ପ୍ରତିକ୍ରିୟା ରଖିଛନ୍ତି ।
Read More News
T & CPrivacy PolicyContact Us