Download Now Banner

This browser does not support the video element.

ନାକଟିଦେଉଳ: ନାକଟିଦେଉଳ ମିନି ଷ୍ଟାଡିୟମରେ ଏନୟୁଏସସି କପ ଫୁଟବଲ ଟୁର୍ନାମେଣ୍ଟ , ବାମଣ୍ଡା ଚମ୍ପିୟାନ

Naktideul, Sambalpur | Aug 31, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ନେତାଜୀ କ୍ରୀଡା ଓ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ରବିବାର ଦିନ ସ୍ଥାନୀୟ ମିନି ଷ୍ଟାଡିଅମ ରେ ଏକ ଦିବସୀୟ ଏନୟୁଏସସି କପ ଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହୋଇ ଯାଇଛି l ଏହି ଟୁର୍ନାମେଣ୍ଟ ରେ ସମୁଦାୟ 8 ଟି ଫୁଟବଲ ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ଡଇଁଚା ଏବଂ ବାମଣ୍ଡା ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ 6-5 ଗୋଲରେ ବାମଣ୍ଡା ଦଳ ଚମ୍ପିୟାନ ହୋଇଥିଲା l
Read More News
T & CPrivacy PolicyContact Us