Download Now Banner

This browser does not support the video element.

ଜୟପୁର: ଦେଶୀ ମଦ ଚାଲାଣ ବେଳେ ଗୋଡ଼ିଆ ଧୋବା ସାହି ରେ ଜୟପୁର ଅବକାରୀ ଥାନା ର ଚଢ଼ାଉ, ଜଣେ ଗିରଫ

Jeypore, Koraput | Sep 27, 2025
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଗଢିଆ ଧୋବା ସାହିର ସୁରେଶ ଚନ୍ଦ୍ର ନାୟକ । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ତରଫରୁ ଗୋଢିଆ ଧୋବା ସାହିରେ ଚଢାଉ କରି ୬.୩ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us