This browser does not support the video element.
ଜଗତସିଂହପୁର: ଗାନ୍ଧିଛକ ଲଳିତ ରେସିଡେନ୍ସି ମଣ୍ଡପ ଭିତରୁ ଏକ ବିଷାକ୍ତ ନାଗସାପ ଉଦ୍ଧାର
Jagatsinghapur, Jagatsinghpur | Aug 21, 2025
ଗାନ୍ଧୀଛକ ଲଳିତ ରେସିଡେନ୍ସି ମଣ୍ଡପ ଭିତରୁ ଏକ ବିଷାକ୍ତ ନାଗ ସାପ ଉଦ୍ଧାର ।ଜଗତସିଂହପୁର ସହର ଗାନ୍ଧିଛକରେ ଥିବା ଲଳିତ ରେସିଡେନ୍ସି ମଣ୍ଡପରେ ଜଣେ ଆଜି ଦିନ ୪ ଟା ସମୟରେ ଏକ ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା। ପରେ ମଣ୍ଡପ ମାଲିକ ବିଶିଷ୍ଟ ସାପଧରାଳି ବନ ବିହାରୀ ଦାସଙ୍କୁ ଖବର ଦେଇଥିଲେ । ପରେ ବନ ବିହାରୀ ଦାସ ଉକ୍ତ ସ୍ଥାନରେ ପହଞ୍ଚି ବିଷାକ୍ତ ନାଗସାପଟିକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି