Download Now Banner

This browser does not support the video element.

ପୋଲସରା: ପାଣିକେଶର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାବାଳକ ଛାତ୍ର ସ୍କୁଟି ଚଲାଇ ସ୍କୁଲ କାର୍ଯ୍ୟ କରୁଥିବା ଭିଡିଓ ଭାଇରାଲ।

Polasara, Ganjam | Jul 4, 2024
ବୁଗୁଡା ବ୍ଲକ ଅନ୍ତର୍ଗତ ପାଣିକେଶ୍ବର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପାଠ ପଢା ସମୟରେ ବାହାରେ ଜେରେକ୍ସ କରି ଦୁଇ ଛାତ୍ର ଗତକାଲି ସ୍କୁଟି ଚଳାଇ ସ୍କୁଲକୁ ଯାଇଥିବା ଏକ ଭିଡିଓ ବେସ୍ ଭାଇରାଲ୍ ହେବାରେ ଲାଗିଛି।ପାଠ ପଢିବା ପାଇଁ ଅବିଭାବକମାନେ ନିଜନିଜ ପିଲାଙ୍କୁ ସ୍କୁଲକୁ ପଠାଇଥାନ୍ତି।ହେଲେ ବିଦ୍ୟାଳୟରେ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ସ୍କୁଲର ନାବାଳକ ଛାତ୍ରମାନଙ୍କୁ ସେମାନଙ୍କ ସ୍କୁଟି ଗାଡି ଦେଇ ବଜାର ପଠାଇ ସ୍କୁଲର ଡକୁମେଣ୍ଟ କାମ କରାଉଛନ୍ତି।ଆଜି ଅପରାହ୍ନ ୩ ସମୟରେ ଏବିଇଓ କାର୍ଯ୍ଯାନୁଷ୍ଠାନ ପାଇଁ ପ୍ରକାଶ କରିଥିଲେ।
Read More News
T & CPrivacy PolicyContact Us