This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀରେ ବିଭିନ୍ନ ସ୍ଥାନରେ ଚଢ଼ାଉ,ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ୪୯ଜଣ ମଦ୍ୟପବିଭିନ୍ନ ଥାନାରେ ଅଟକ l
Puri M, Puri | Sep 4, 2025
ସମୁଦ୍ରକୁଳ ପୋଲିସ୍ ଷ୍ଟେସନ୍ – ୧୧ କୁମ୍ଭାରପଡା ପୋଲିସ୍ ଷ୍ଟେସନ୍ – ୮ ବାଳିଆପଣ୍ଡା ପୋଲିସ୍ ଷ୍ଟେସନ୍ – ୫ ଟାଉନ୍ ପୋଲିସ୍ ଷ୍ଟେସନ୍ – ୬ ତାଳବଣିଆ ପୋଲିସ୍ ଷ୍ଟେସନ୍ – ୧୦ ବାସେଳିସାହି ପୋଲିସ୍ ଷ୍ଟେସନ୍ -4 ପିସିଆର୍ – ୫ ମୋଟ – ୪୯ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ପାଇଁ ପୋଲିସ୍ର ବିଶେଷ ଅଭିଯାନ ଜାରି ରହିବ।ସାଧାରଣ ଲୋକଙ୍କୁ ଅନୁରୋଧ ସାର୍ବଜନୀନ ସ୍ଥାନକୁ ସମ୍ମାନ କରନ୍ତୁ, ଆଇନ୍ ଅନୁସରଣ କରନ୍ତୁ, ଏବଂ ପୁରୀକୁ ସୁରକ୍ଷିତ ଓ ଶୃଙ୍ଖଳିତ ସହର ଭାବରେ ରଖିବାରେ ସହଯୋଗ କରନ୍ତୁ।