This browser does not support the video element.
ସୋନପୁର: ରାଏପାଲି ପାଖରୁ ୯ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ
Sonapur, Subarnapur (Sonepur) | Aug 22, 2025
ରାଏପାଲି ପାଖରୁ ୯ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ।ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ।ବିନିକା ଅବକାରୀ ଓଆଇସି ରାମଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଏଏସଆଇ ଅଭିଳାଷ ବେହେରା,ରିଙ୍ଗି ସେଟ ସତ୍ୟ ରଞ୍ଜନ ସେଠୀ ଆଜି ସକାଳୁ ଚଢ଼ାଉ କରି ଘଟଣା ସ୍ଥଳରୁ ୯ ଲିଟର ଦେଶୀ ମଦକୁ ଜବତ କରିବା ସହ ମଦ ବ୍ୟବସାୟ ରେ ସଂପୃକ୍ତ ଥିବା ଜଣେ ବେପାରିଙ୍କୁ ଗିରଫ କରିଛନ୍ତି।ଏନେଇ ଆଜି ବିନିକା ଅବକାରୀ ଥାନାରେ୧୧୩/୨୫ ରେ ଏକ ଅବକାରୀ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଯାରି ରଖିଛି ଅବକାରୀ ବିଭାଗ।