Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବ୍ରହ୍ମପୁର ଠାରେ ବିଜେଡି ସଭାପତିଙ୍କୁ ସାକ୍ଷାତ କଲେ କବିସୂର୍ଯ୍ୟନଗର ନଗର ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ଓ କର୍ମୀ

Kabisuryanagar, Ganjam | Aug 24, 2025
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପ୍ରାୟ ଚାରି ସହରୁ ଉର୍ଦ୍ଧ କର୍ମୀ ରବିବାର ଦିନ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ନିର୍ବାଚନ ମଣ୍ଡଳୀ ର ନେତୃତ୍ୱ ସଙ୍କଟ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ବିଜେଡି ଯୁବ ସମ୍ପାଦକ ଶ୍ରୀ ପ୍ରମୋଦ ଚନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ଦେବାପାଇଁ ଦାବି କରିଥିଲେ । ପ୍ରକାଶ ଥାଉ କି କବିସୂର୍ଯ୍ୟନଗର ନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ନେତୃତ୍ୱ ସଙ୍କଟରେ ଗତି କରୁଛି । ଗତ ସାଧାରଣ ନିର୍ବାଚନ ପରେ ପ୍ରାୟ ଦେଢ଼ ବର୍ଷ ହେଲା ବିଜେଡିର ଆଖି ଦୃଷ୍ଟିଆ ସାଙ୍ଗଠନିକ କାର୍ଯ୍ୟକ୍ରମ ହୋଇନାହିଁ ।
Read More News
T & CPrivacy PolicyContact Us