This browser does not support the video element.
ଜୁଜୁମୁରା: ଘେନୁପାଲି ମହାମାୟୀ ମନ୍ଦିର ନିକଟରେ ଗଛ ରେ ଧକ୍କା ହେଲା ମାଲ ବୋଝେଇ ଗାଡି , ଚାପି ହୋଇ ରହିଥିଲେ ଚାଳକ , ଗୁରୁତର ଭାବେ ଉଦ୍ଧାର କଲେ ଅଗ୍ନିଶମ
Jujomura, Sambalpur | Sep 7, 2025
ଘେନୁପାଲି ମହାମାୟୀ ମନ୍ଦିର ନିକଟରେ ଗଛ ରେ ଧକ୍କା ହେଲା ମାଲ ବୋଝେଇ ଗାଡି , ଚାପି ହୋଇ ରହିଥିଲେ ଚାଳକ , ଗୁରୁତର ଭାବେ ଉଦ୍ଧାର କଲେ ଅଗ୍ନିଶମ ବାହୀନି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ କୁଲସର ସମ୍ବଲପୁର ରାସ୍ତାର ଘେନୁପାଲି ମହାମାୟୀ ମନ୍ଦିର ନିକଟ ଏକ ଲିମ୍ବ ଗଛରେ ରବିବାର ଭୋର ସକାଳେ ୫. ୪୫ ମିନିଟ ସମୟରେ ଭାରସାମ୍ୟ ହରାଇ ଏକ ଟାଟା ଏସିଇ ଗାଡ଼ି ଧକ୍କା ହୋଇଛି। ଫଳରେ ଗାଡ଼ି ଚାଳକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭର କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନାକୁ ପଠାଯାଇଛନ୍ତି ।