This browser does not support the video element.
ଗୋପାଳପୁର: ଆମ୍ବପୁଆ ରିଜର୍ଭ ଗ୍ରାଉଣ୍ଡରେ ୬୫ତମ ପୋଲିସ ଶହୀଦ ଦିବସ ପାଳିତ
Gopalpur, Ganjam | Oct 21, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପୁଆ ରିଜର୍ଭ ଗ୍ରାଉଣ୍ଡ ରେ ୬୫ତମ ପୋଲିସ ସହିଦ ଦିବସ ପାଳିତ l କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଡ ସାର୍ଥକ ଷଡ଼ଙ୍ଗୀ,ବ୍ରହ୍ମପୁର ଏସପି ଡ଼ ସର୍ବଣା ବିବେକ ଏମ ମୁଖ୍ୟ ଭାବରେ ଯୋଗଦେଇଥିଲେ l ଏଥିରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ପୋଲିସ ଅଧିକାରୀ ସହ ବହୁ ଯବାନ ଉପସ୍ଥିତ ରହିଥିଲେ l