Download Now Banner

This browser does not support the video element.

ରେଢାଖୋଲ: ଭୀମଭୋଇ ଯୁକ୍ତ ଦୁଇ କଲେଜରେ ଏବିଭିପିର ସଦସ୍ୟତା ଓ ନୂତନ କମିଟି ଗଠନ

Rairakhol, Sambalpur | Aug 26, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମ ଭୋଇ ଯୁକ୍ତ ୨ ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ମଙ୍ଗଳବାର ସକାଳେ ସଦସ୍ୟତା ଓ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ନୂତନ କମିଟି ଗଠନ କରାଯାଇଛି ଏଥିରେ ସମ୍ବଲପୁର ଜିଲ୍ଲାର ଜିଲ୍ଲା ସଂଯୋଜକ ରାଜା ପ୍ରଧାନ ଉପସ୍ଥିତ ରହି କମିଟି ଗଠନ ସହିତ ଯୁକ୍ତ ୨ ପରିସର ଆଗାମୀ ଶିକ୍ଷା ବର୍ଷର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
Read More News
T & CPrivacy PolicyContact Us