Download Now Banner

This browser does not support the video element.

କାକଟପୁର: କାକଟପୁର ଥାନା ପୋଲିସ ପାଟ୍ରୋଲିଂ ସମୟରେ ୩ ଅପରାଧିକ ଙ୍କୁ ବାନ୍ଧିଲା

Kakatpur, Puri | Sep 10, 2025
ପାର୍ବଣ ପୂର୍ବରୁ ଆକ୍ସନ ମୁଡ଼ରେ କାକଟପୁର ପୋଲିସ :-୩ଜଣ ପେସାଦାର ଅପରାଧୀ ହାତ ରେ ହାତକଡ଼ି :-ଅପରାଧୀଙ୍କୁ ଦମନ ପାଇଁ ବ୍ଲୁ ପ୍ରିଣ୍ଟ କାକଟପୁର /ଅସ୍ତରଙ୍ଗ :-୧୦/୦୯:-ଆଗକୁ ପାର୍ବଣ। ଉତ୍ସବ ମୁଖରିତ ହେବ ପୁରୀ ଜିଲ୍ଲା କାକଟପୁର, ଅସ୍ତରଙ୍ଗ ଅଞ୍ଚଳ। ଆନନ୍ଦ ଉଲ୍ଲାସରେ ସ୍ଥାନୀୟ ବାସିନ୍ଦା ପାଳିବେ ଉତ୍ସବ। ଏହି ସମୟରେ ଲୋକ ମାନେ ଖୁସିରେ ପର୍ବ ପାଳନ କରିବେ ସେଥିପାଇଁ ପୁରୀ ଜିଲ୍ଲା କାକଟପୁର ପୁଲିସ ଅଣ୍ଟା ଭିଡିଛି। ପାର୍ବଣ ପୂର୍ବରୁ କାକଟପୁର ପୁଲିସ ଆକ୍ସନ ମୁଡକୁ ଆସିଛି। ବିଭିନ୍ନ ଅପରାଧିକ ମାମଲା ସମ୍ପୂକ୍ତ ଥିବା ୩ ଜଣ ଅପରାଧିକ ଙ୍କୁ ବାନ୍ଧିଛି କାକଟପୁର ଥାନା ପୋଲିସ।
Read More News
T & CPrivacy PolicyContact Us