Download Now Banner

This browser does not support the video element.

ରାୟଗଡା: ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡ଼ାର କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ପ୍ରବନ୍ଧ, ବକ୍ତୃତା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Rayagada, Rayagada | Aug 25, 2025
ନିଖିଳ ଭାରତ ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡ ପୌରପରିଷଦ ଦ୍ବାରା ସହର ମଧ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କନିଷ୍ଠ ଓ ବିରିଷ୍ଟ ଗ୍ରୁପ ଦ୍ବାରା ପ୍ରବନ୍ଧ ପ୍ରତିଯୋଗିତା ବକ୍ତୃତା ପ୍ରତିଯୋଗିତା ତଥା ଚିତ୍ରାଙ୍କନ ପ୍ରତିଯୋଗିତା  ରାୟଗଡ଼ାର କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଅନୁଷ୍ଠିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ପ୍ରତିବନ୍ଧକ, ନିଷ୍ଠା ଓ ଦେଶପ୍ରତି ନିଜର ଦାୟୀତ୍ବକୁ ନଜରରେ ରଖି ଏହି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ କରାଯାଇ ପ୍ରଥମ ପ୍ରୀତିୟ ଓ ତୃତିୟ ମନୋନିତ କରାଯାଇଥିଲା।
Read More News
T & CPrivacy PolicyContact Us