This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପାରମ୍ପାରିକ ଲୋକ କଳା ସଂଙ୍ଘ ର ବୈଠକ ଅନୁଷ୍ଠିତ ହଇଯାଇଛି,
Phulabani Town, Kandhamal | Aug 26, 2025
ଫିରିଙ୍ଗିଆ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପାରମ୍ପାରିକ ଲକ କଳାସଂଙ୍ଘ ର ବୈଠକ ଅନୁଷ୍ଠିତ ହଇଯାଇଛି, ଏହି ବୈଠକ ଟି ମଙ୍ଗଳବାର ଦିନ 11ଘଣ୍ଟିକା ରୁ ଆରମ୍ଭ କରି ଅପରାହ୍ନ 3ଘଣ୍ଟିକା ରେ ଶେଷ ହଇଛି, କାଯ୍ୟକ୍ରମ ରେ ସଭାପତି ଅକ୍ଷୟ କର୍ଣ୍ଣ ଙ୍କ ନେତୃତ୍ୱ ଏହି ବୈଠକ ଅନୁଷ୍ଠିତ ହଇଯାଇଛି ବରିଷ୍ଠ କିର୍ତନ ଗୁରୁ ଅଚ୍ୟୁତ ବେହେରା, ବିଶିଷ୍ଟ ନାଟ୍ୟ ନିର୍ଦେଶକ ଓ କଳାକାର ସଂଙ୍ଘ ଉପଦେଷ୍ଟା ମହାଦେବ ସାହୁ ଫିରିଙ୍ଗିଆ ବ୍ଲକ କଳାକାର ସଂଘ ର ଉପସଭାପତି ଇନ୍ଦ୍ରଜିତ କହଂର,, କ. ନୁଆଗା ଉପସଭାପତି ତ୍ରୀନାଥ ପଣ୍ଡା, ବିଭିଶଣ କହଂର, ବାଇଦର କଂହର, ଗଲିଶା କଂହର, ପ୍ରସାନ୍ତ କଂହର, ନଧ୍ମଦା କହଂର,