This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ମହାବିଦ୍ୟାଳୟ ରେ ଗୁରୁଦିବସ କୁ କଳାଦିବସ ଭାବେ ପାଳିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ, କମଳାକାନ୍ତ ଓଝା ଅଧ୍ୟାପକ
Bhadrak Rural, Bhadrak | Sep 5, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟ ରେ ଗୁରୁଦିବସ କୁ କଳାଦିବସ ଭାବେ ପାଳିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ନିଷ୍ପତ୍ତି କ୍ରମେ ସାରା ରାଜ୍ୟର ମହାବିଦ୍ୟାଳୟ ଗୁଡିକ ରେ ସଂଘ ର ନିଷ୍ପତ୍ତି କ୍ରମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ଼ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ମହାବିଦ୍ୟାଳୟ ରେ ଅଧ୍ୟାପକ ଓ କର୍ମଚାରୀମାନେ ୧୯ ଦିନ ହେଲା କଲମ ଛାଡ଼ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଆଜି ଦିନ ୧୨ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।