Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୬ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ରାଜ୍ୟସ୍ତରୀୟ ଡ଼. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

Raurkela M, Sundargarh | Aug 24, 2025
ଅଗଷ୍ଟ ୨୪ତାରିଖ ସକାଳ ପ୍ରାୟ ୯ଟା ୩୦ ମିନିଟରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ,ସେକ୍ଟର ୬ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ଠାରେ ଡ଼.ବିଜୟ ପଟନାୟକ ସରସ୍ୱତ ସ୍ମୃତି ସଂସଦ ଆୟୋଜନରେ ରାଜ୍ୟସ୍ତରୀୟ ଡ଼.ବିଜୟ ପଟନାୟକ ସ୍ମାରକୀ ବକୃତମାଳା "ବିଜୟ ଶ୍ରୀ " କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ଅଧ୍ୟାପକ କରୁଣାକର ପାଟଶାଣି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ,ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ଥିଲା, "ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ସାରସ୍ୱତ ଓ ସାଂସ୍କୃତିକ ସ୍ୱର " ସମ୍ପର୍କରେ ଆଲୋଚନା କରାଯାଇଥିଲା, କାର୍ଯ୍ୟକ୍ରମରେ ଚାରିଜଣ adhya
Read More News
T & CPrivacy PolicyContact Us