This browser does not support the video element.
ଆଠମଲ୍ଲିକ: ଭୁବନେଶ୍ୱର ଠାରେ ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରକାଶ କୁମାର ଡାଙ୍ଗ
Athmallik, Angul | Apr 28, 2024
ଆଜି ଭୁବନେଶ୍ୱରରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରକାଶ କୁମାର ଡାଙ୍ଗ।ଆଠମଲ୍ଲିକ ବିଜେଡ଼ିରୁ ଦିନକୁ ଦିନ ଇସ୍ତଫା ସଂଖ୍ୟା ବଢ଼ି ଚାଲୁଥିବା ବେଳେ ପୁଣି ଇସ୍ତଫା ଦେଇଛନ୍ତି ବିଜେଡିର ଅନ୍ୟ ଜଣେ ଯୁବ ନେତା ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରକାଶ କୁମାର ଡାଙ୍ଗ। ଛାତ୍ର ଜୀବନରୁ ସେ ଦଳ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ଦଳ ତାଙ୍କୁ ଅବହେଳା କରୁଥିବା ଅଭିଯୋଗ କରି ସେ ନିଜ ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା ଜଣାଯାଇଛି।