Download Now Banner

This browser does not support the video element.

ବରଗଡ: ପିପଲମୁଣ୍ଡା ସ୍ବର୍ଗଦ୍ବାର ଠାରେ ଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର

Bargarh, Bargarh (Baragarh) | Sep 13, 2025
ଟାଉନ ପୋଲିସର ଉପସ୍ଥିତିରେ ଶନିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର | ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବରମଚାରି ନିକଟବର୍ତ୍ତୀ ଜାତୀୟ ରାଜପଥ-୫୩ ଠାରେ ଠାବ ହୋଇଥିବା ଏକ ଅଚିହ୍ନା ଶବ ସତ୍କାର କରିଛି ସଂକଳ୍ପ ପରିବାର । ମୃତ ଶବକୁ ଚାରିଦିନ ପର୍ଯ୍ୟନ୍ତ ରଖାଯାଇଥିଲେ ସୁଦ୍ଧା ତାର କୌଣସି ପରିଚୟ ବା ଦାବିଦାର ଆସି ନଥିବାରୁ ଟାଉନ ଥାନା ପକ୍ଷରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରାଯାଇଥିଲା । ଖବର ପାଇବା ପରେ ସଂକଳ୍ପ ପରିବାରର ସଦସ୍ୟ ରଞ୍ଜିତ ସାହୁ,ଶେଷଦେବ ପ୍ରଧାନ,ଅନନ୍ତ ଚରଣ ସାହୁ ଏବଂ ଦେବେନ୍ଦ୍ର ଭୁଏ
Read More News
T & CPrivacy PolicyContact Us