Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ରେ ନୂତନ ଏସ ପି ଙ୍କ ଯୋଗଦାନ

Nuapada, Nuapada | Aug 25, 2025
ଆଜି ନୂଆପଡ଼ା ଜିଲ୍ଲା ର ନୂତନ ଏସ ପି ଭାବରେ ଭାରତୀୟ ପୋଲିସ ଅଧିକାରୀ ଅମ୍ରିତ ପାଲ ସିଂ ଯୋଗଦେଇଛନ୍ତି। ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ପୋଲିସ ମୁଖ୍ୟାଳୟ ରେ ପୂର୍ବତନ ଏସ୍ ପି ଜି ଆର୍ ରଘବେନ୍ଦ୍ର ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ।
Read More News
T & CPrivacy PolicyContact Us