Download Now Banner

This browser does not support the video element.

ସୋନପୁର: ଖଣ୍ଡହତାରେ 3ୟ ତମ ଦୁର୍ଗା ପୂଜାର ମହା ନବମୀରେ ଯୋଗଦାନ କଲେ ବିରାମହରାଜପୁର ବ୍ଲକ ଉପାଧ୍ୟକ୍ଷ

Sonapur, Subarnapur (Sonepur) | Oct 1, 2025
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଦୁର୍ଗା ପୂଜା ମଣ୍ଡପରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ମହା ନବମୀ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଅପରାହ୍ନ 3 ଘଣ୍ଟା ସମୟରେ ବିରାମହରାଜପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଲୁହା ଯୋଗଦାନ ପୂର୍ବକ ମାଁ ଦୁର୍ଗାଙ୍କ କୃପା ଲାଭ କରିଥିବା ଦେଖିବାକୁ ମିଳିଛି l ତେବେ ଶ୍ରୀଯୁକ୍ତ ଲୁହା ଏବଂ ଅନ୍ୟ ଅତିଥି ମାନେ ପୂଜାରେ ଯୋଗଦାନ ପୂର୍ବକ କମିଟି ସଦସ୍ୟଙ୍କୁ ଉତ୍ସାହିତ କରିଥିବା ଦେଖିବା
Read More News
T & CPrivacy PolicyContact Us