Install App
qhour
This browser does not support the video element.
ଫୁଲବାଣୀ ସହର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଲକ୍ଷ୍ମୀ ବସ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କଲେ କୁଏରୀମାଣ୍ଡୁ ଗ୍ରାମବାସୀ
Phulabani Town, Kandhamal | Jul 15, 2025
ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟଳୟ ଠାରେ ଲଷ୍ମି ବସ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି କୁଏରୀମାଣ୍ଡୁ ଗ୍ରାମବାସୀ ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଦିନ ଗଟାଏ ସମୟରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ADM କୁଳ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରିଛନ୍ତି ଗ୍ରାମବାସୀ, ତେବେ ଆସନ୍ତୁ ଶୁଣି କଣ କହୁଛନ୍ତି ଗ୍ରାମବାସୀ ଆସନ୍ତୁ ଶୁଣିବା
Share
Read More News
T & C
Privacy Policy
Contact Us
Your browser does not support JavaScript!