Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: କଟକ-ଭୁବନେଶ୍ବର ଯୁଗ୍ମ ନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ମହୋତ୍ସବ ପ୍ରସ୍ତୁତି ବୈଠକ ଶତାବ୍ଦୀ ଭବନରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ
Cuttack M Corp PS, Cuttack | Aug 23, 2025
କଟକ ଭୁବନେଶ୍ବର ଯୁଗ୍ମ ନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଶତାବ୍ଦୀ ଭବନରେ ଶନିବାର ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି।ବାଲିଯାତ୍ରା ଉପର ପଡ଼ିଆରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ କରାଯିବ।
Share
Read More News
T & C
Privacy Policy
Contact Us
Your browser does not support JavaScript!