Download Now Banner

This browser does not support the video element.

ଫୁଲବାଣୀ ସହର: ଗୁଦାରି ଠାରେ ଅବକାରୀ ବିଭାଗର ଚଢ଼ାଉ ୪୩୦ ଲିଟର ମଦ ଜବତ,୭୫୦୦ ପୋଚ ନଷ୍ଟ ,ଜଣେ ଅଭିଯୁକ୍ତ ଗିରଫ

Phulabani Town, Kandhamal | Sep 11, 2025
ଅବକାରୀ ବିଭାଗର ଚଢ଼ାଉ ୪୩୦ ଲିଟର ମଦ ଜବତ,୭୫୦୦ ପୋଚ ନଷ୍ଟ ,ଜଣେ ଅଭିଯୁକ୍ତ ଗିରଫ । କନ୍ଧମାଳ ଅବକାରୀ ବିଭାଗର ସୁପରିଟେଣ୍ଟ ସୁଶାନ୍ତ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଏକ ୩୦ ଜଣିଆ ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଛି ।ଯାହାର ନେତୃତ୍ୱ ସବନିସ୍ପେକ୍ଟର ପ୍ରକାଶ ଚନ୍ଦ୍ର ମଲ୍ଲିକ ନେଇଥିଲେ। ଯେଉଁ ଥିରେ ସବନିସ୍ପେକ୍ଟର ବିନୋଦ ବାସ୍କେ ,ଭବାନୀ ଶଙ୍କର ସେଠୀ, ଏଏସଆଇ ସମୀର ରଞ୍ଜନ ଭୋଇ ସାମିଲ ଥିଲେ ମାଜେଷ୍ଟେଟ ସୋମକେଶ ନାୟକଙ୍କ ଉପସ୍ଥିତ ରହି ମଦ ଓ ପୋଚ ନଷ୍ଟ କରାଯାଇଛି।ଏହି ପରିପ୍ରେକ୍ଷୀରେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରି ଗାଁ ନାଳରେ ଚଢ଼ାଉ କରି ୪୩୦ ଲିଟର ଦେ
Read More News
T & CPrivacy PolicyContact Us