Download Now Banner

This browser does not support the video element.

ବଲାଙ୍ଗୀର: କଦମପଡା ଛକରେ ୨୦୦ ବୋତଲ୍‌ କଫ୍ ସିରାପ୍‌ ଜବତ, ଜଣେ ଯୁବକ ଗିରଫ ଟାଉନ ଥାନାରେ ସାମ୍ବାଦିକ ସମ୍ବିଳନୀରେ ଏସଡିପିଓଙ୍କ ପ୍ରତିକ୍ରିୟା

Balangir, Balangir | Sep 4, 2025
୨୦୦ ବୋତଲ୍‌ କଫ୍ ସିରଫ ଜବତ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ୍‌ ଦ୍ୱାରା ୨୦୦ ବୋତଲ୍‌Eskuf Cough Syrup ଜବତ ହୋଇଛି । ସିଲୁ ସେଠ ଓ ସୁନିଲ ବଚ୍ଛା ନାମକ ଦୁଇଜଣ Scooty ରେ ଅବୈଧ ଭାବେ ସିରାପ ପରିବହନ କରୁଥିବା ସୂଚନା ପରେ SI ବିଶାଖା ନାୟକ ଅଭିଯାନ ଚାଲାଇଥିଲେ । ଚେକିଂ ସମୟରେ Scooty ଚାଳକ ପଳାଇଥିବାବେଳେ, ସୁନିଲ ବଚ୍ଛାଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରୁ ୨୦୦ ବୋତଲ୍‌ Eskuf Cough Syrup, ଏକ Honda Activa Scooty ଓ ଏକ Samsung ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ଗିରଫ ହୋଇଥିବା ସୁନିଲ ବଚ୍ଛାଙ୍କ ବୟସ ୧୮ ବର୍ଷ ।
Read More News
T & CPrivacy PolicyContact Us