Download Now Banner

This browser does not support the video element.

ଜୟପୁର: ସାର କଳା ବଜାରି ନେଇ ଜିଲା ମୁଖ୍ୟ କୃଷି କାଯ୍ୟାଳୟ ଘୋରାଉ , ଜୟପୁର ବାସ ଭବନରେ ବିଜେଡି ରାଜ୍ୟ ଉପ ସଭାପତି ଓ ଚାଷୀ ନେତାଙ୍କ ସୂଚନା

Jeypore, Koraput | Aug 25, 2025
ସାରର ଅଭାବି ବିକ୍ରି ସହ କଳା ବଜାରି ଜାରି ରହଛି । ଏହାକୁ ବିରୋଧ କରି ଚାଷି ମାନେ ଜୟପୁର ସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରି ଙ୍କ କାଯ୍ୟାଳୟ ମଙ୍ଗଳବାର ଘୋରାଉ କରିବ । ଏହାକୁ ଜୟପୁର ବିଜେଡି ସମର୍ଥନ କରିବ । ଏନେଇ ଆଜି ଦିନ ୧୨ଟା ୩୦ ମିନିଟ ସମୟରେ ମୁଖ୍ୟ ରାସ୍ତାରେ ଥିବା ବସ ଭବନରେ ବିଜେଡିର ରାଜ୍ୟ ଉପ ସଭାପତି ରବି ନାରାୟଣ ନନ୍ଦ ସୁଚନା ଦେଇଛନ୍ତି । ଏଠାରେ କୃଷକ କଲ୍ୟାଣ ମଞ୍ଚର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us