Install App
jagatsinghpur224
This browser does not support the video element.
ଜଗତସିଂହପୁର: ଘରୋଇ ଆମ୍ବୁଲାନ୍ସରେ ଅକ୍ସୀଜେନ ନ ଥିବାରୁଗୋପାଳସାଗରରେ ମହିଳାଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଲେ ଏଡ଼ିଏମଓ ଡ଼ଃ ସରୋଜ ଜେନା
Jagatsinghapur, Jagatsinghpur | Sep 1, 2025
ଗୋପାଳସାଗର ନିକଟରେ ଘରୋଇ ଆମ୍ବୁଲାନ୍ସରେ ଅକ୍ସୀଜେନ ନ ଥିବାରୁ ମହିଳା ରୋଗୀଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଏଡିଏମଓ ଡ଼ଃ ସରୋଜ ଜେନା । ବ୍ରାହ୍ମଣଖଣ୍ଡ ଗ୍ରାମର କମଳା ପଣ୍ଡା ନଙ୍କ ଜଣେ ମହିଳାଙ୍କ ଅକ୍ସୀଜେନ ନ ଥିବାରୁ ମୃତ୍ୟୁ ଘଟଣାରେ ଆଜି ଦିନ ୨ ଟା ସମୟରେ ନିଜ କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଲେ ଏଡିଏମଓ ଡ଼ଃ ସରୋଜ ଜେନା
Share
Read More News
T & C
Privacy Policy
Contact Us
Your browser does not support JavaScript!