This browser does not support the video element.
ବୀରମହାରାଜପୁର: ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ଏକ ପ୍ରତିନିଧିଦଳ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ ସହ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ
Biramaharajpur, Subarnapur (Sonepur) | Sep 9, 2025
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବରିଷ୍ଠ ନାଗରିକ ସଂଗଠନର ଏକ ପ୍ରତିନିଧି ଦଳ ଆଜି ଅପରାହ୍ନ 2ଟା।ସମୟରେ ଉପଖଣ୍ଡ ପରିଦର୍ଶନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି । ସୁଚନା ଅନୁସାରେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଏକ ଡାଇଲିସିସ୍ ସେଣ୍ଟର ସ୍ଥାପନ କରିବା,ବ୍ଲଡ୍ ବେଙ୍କ ଖୋଲିବା,ସାପ ଓ କୁକୁର କାମୁଡ଼ା ଭେକ୍ସିନ୍ ମହଜୁଦ ରଖିବା ଓ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ସ୍ବାସ୍ଥ୍ୟ ଚିକିତ୍ସା କରାଇବା ପାଇଁ ଦାବିପତ୍ର